ନିୟମଗିରି ପାହାଡ଼ ଡଙ୍ଗରିଆ କନ୍ଧମାନେ ୧୫ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ପାଇଁ ଦେବେ ଭୋଟ

କଲ୍ୟାଣସିଂହପୁର : ଦୀର୍ଘ ୧୫ ବର୍ଷ ପରେ ନିୟମଗିରି ପାହାଡ଼ ଅଞ୍ଚଳରେ ହେବ ପଞ୍ଚାୟତ ଭୋଟ୍‌। ଡଙ୍ଗରିଆ କନ୍ଧମାନେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବାଛିବେ।

Read more