- ଗ୍ରୀନ୍ କ୍ରାକର ଫୁଟାଇବା ଅନୁମତି ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ; ପିଟିସନ୍ କରିଥିବା ସଂଗଠନର ବୈଧତା ନେଇ ପ୍ରଶ୍ନ ଉଠାଇଲେ କୋର୍ଟ,ବାଣ ଡିଲର ଚାହିଁଲେ ବ୍ୟକ୍ତିଗତ ଭାବେ କୋର୍ଟ ଆସି ପାରିବେ, ଏପରି ପିଟିସନ୍ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଲେ କୋର୍ଟ, ଅଲ ଓଡ଼ିଶା ଫାୟାର ୱାର୍କର୍ସ ଆସୋସିଏସନ ଏନେଇ ହାଇକୋର୍ଟ ଯାଇଥିଲା
- କେନ୍ଦୁଝର; ବାମେବାରୀ ଥାନା ବଳଦା ଗାଁରେ ଘରେ ଶୋଇଥିଲା ବେଳେ ସ୍ୱାମୀ, ସ୍ତ୍ରୀ ଜୀବନ୍ତ ଦଗ୍ଧ, ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର, ପ୍ରାଥମିକ ତଥ୍ୟ ଅନୁସାରେ ସର୍ଟ ସର୍କିଟରୁ ସେମାନେ ପୋଡ଼ି ଯାଇଥିବା ସୂଚନା