

- ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ ୧ ପରିବା ହୋଲସେଲ୍ ମାର୍କେଟ, ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରାଯିବ, ସେଠାରେ ୧୦ ଏକର ଜାଗା ଚିହ୍ନଟ, ହୋଲସେଲ ଲାଗି ସବୁପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ, ପ୍ରାରମ୍ଭିକ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ବିଏମ୍ସି ଅତିରିକ୍ତ କମିଶନରଙ୍କ ସୂଚନ
- ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି | ବିଚାରପତି ଭି ନରସିଙ୍ଗ, ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଓ ବିଚାରପତି ଶ୍ରୀରମଣ ମୁରାହରିଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ