

- କର୍ଣ୍ଣାଟକ ହାଇକୋର୍ଟରେ ବହୁ ଚର୍ଚ୍ଚିତ ହିଜାବ ବିବାଦ ମାମଲା | ଆସନ୍ତାକାଲି ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ, ଆଇନଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ବେଙ୍ଗଳୁରୁ ପ୍ରଶାସନର ଆଗୁଆ ପଦକ୍ଷେପ | କାଲିଠୁ ସପ୍ତାହେ ପାଇଁ ସର୍ବସାଧାରଣ ସ୍ଥାନରେ ସଭାସମିତି ମନା | ସବୁ ପ୍ରକାର ବିକ୍ଷୋଭ ଓ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି
- ଏବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ | ଏପ୍ରିଲ ୨୯ରେ ଦ୍ବିତୀୟ ଭାଷା ଇଂରାଜୀ ଓ ହିନ୍ଦୀ ପରୀକ୍ଷା । ମେ ୨ରେ ଗଣିତ, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା । ମେ ୬ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ; ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ।