ଏବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ପରିଷଦ | ଏପ୍ରିଲ ୨୯ରେ ଦ୍ବିତୀୟ ଭାଷା ଇଂରାଜୀ ଓ ହିନ୍ଦୀ ପରୀକ୍ଷା । ମେ ୨ରେ ଗଣିତ, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା । ମେ ୬ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ; ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ।

Leave a Reply

Your email address will not be published. Required fields are marked *