ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଲା । ୩୮.୩ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ା ୩୮.୨, ଅନୁଗୁଳ ୩୮.୧, ଟିଟିଲାଗଡ଼ ୩୮ ଡିଗ୍ରୀ ସେଲ୍‌ସିଅସ । ବୌଦ୍ଧ, ନୟାଗଡ଼ ଓ ସମ୍ବଲପୁରରେ ତାତି ୩୭.୫ ଡିଗ୍ରୀ ସେଲ୍‌ସିଅସ ।

Leave a Reply

Your email address will not be published. Required fields are marked *