ଆସନ୍ତାକାଲି ଦିନ ୧୧ ଟାରେ ବସିବ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ

ଆସନ୍ତାକାଲି ଦିନ ୧୧ ଟାରେ ବସିବ ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ | ଦିନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହେବ ବୈଠକ | ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ରହିବେ, ପୁରୀ ଏସ୍ପି ଓ ସମସ୍ତ ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ |

Leave a Reply

Your email address will not be published. Required fields are marked *