ଆସନ୍ତା ୨୫ ରେ ବିଜେପିର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ଗତ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ଆକ୍ରମଣ, ମମିତା ମେହେର ହତ୍ୟାକାଣ୍ତରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଭଳି ବିଭିନ୍ନ ୧୬ ଦଫା ଦାବିକୁ ପ୍ରସଙ୍ଗ କରି ବନ୍ଦ ଡାକରା ..

Leave a Reply

Your email address will not be published. Required fields are marked *