

- କେନ୍ଦ୍ରର ଜନକଲ୍ୟାଣ ଯୋଜନାକୁ ରାଜ୍ୟ ହଡ଼ପ କରୁଛି, କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟକୁ ଅର୍ଥ ପ୍ରଦାନ କରୁଛନ୍ତି, ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ର ୩,୩୨୩ କୋଟି ଟଙ୍କା ଦେଇଛି, ସବୁ ଯୋଜନାକୁ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ
- ‘କଙ୍ଗନାକୁ ଜେଲ କିମ୍ବା ମାନସିକ ଡାକ୍ତରଖାନାକୁ ପଠାନ୍ତୁ’; କହିଲେ ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ପରିଚାଳନା ସମିତି