୩୧ତମ ଚଳଚ୍ଚିତ୍ର ପୁରସ୍କାର ନେଇ ବିବାଦ : ‘ଛବିରାଣୀ’ ଚଳଚିତ୍ର ନିର୍ଦେଶକ ବବି ଇସଲାମ ଓ ଅଭିନେତା ମିଟୁ ମିଥୁନଙ୍କ ଆତ୍ମହତ୍ୟା ଉଦ୍ୟମ । ନବୀନ ନିବାସ ଆଗରୁ ଉଠାଇନେଲା ପୋଲିସ । କପି ଫିଲ୍ମକୁ ପୁରସ୍କାର ଦିଆଯାଉଥିବାବେଳେ ମୌଳିକ ଫିଲ୍ମକୁ ପୁରସ୍କାର ଦିଆଯାଉନଥିବା ଅଭିଯୋଗ I

Leave a Reply

Your email address will not be published. Required fields are marked *