

- ସୁବର୍ଣ୍ଣପୁର ଜଙ୍ଗଲ ଭିତରୁ ଚୋରି ଶିଶୁ କନ୍ୟା ଉଦ୍ଧାର, ଅର୍ଜୁନପୁର-ଶରଧାପଲି ରାସ୍ତାର ପ୍ରତାପପୁର ନିକଟରେ ପଡ଼ିଥିଲା ଶିଶୁ, ଖବର ପାଇ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି, ଗତକାଲି ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ କରିଥଲେ ପରିବାର ଲୋକେ
- IIT ଗୁଆହାଟିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ