IIT ଗୁଆହାଟିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାନୋ ଟେକ୍‌ନୋଲୋଜି ଓ ଭାରତୀୟ ଜ୍ଞାନ ପ୍ରଣାଳୀ କେନ୍ଦ୍ର ଉଦ୍‌ଘାଟନ କଲେ, ଉତ୍ତର ପୂର୍ବାଞ୍ଚଳକୁ ସବୁଜ ଶକ୍ତି ବିକାଶର ଏକ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ, ଜୈବ ବିବିଧତା ଭିତ୍ତିକ ଅନୁସନ୍ଧାନକୁ ଉପଯୋଗ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ, ବିପର୍ଯ୍ୟୟ ପରିଚାଳନା, ଜୈବ ବିବିଧତା ଭିତ୍ତିକ ଅନୁସନ୍ଧାନ, ସବୁଜ ଶକ୍ତି ବିକାଶ, ଜ୍ଞାନ ଆଧାରିତ ଅର୍ଥନୀତିକୁ ଦୃଢ଼ କରିବା’, ଛାତ୍ରମାନଙ୍କ ମଧ୍ୟରେ ଉଦ୍ୟୋଗିତା ଭଳି IIT ଗୁଆହାଟିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ହେବ: ଧର୍ମେନ୍ଦ୍ର

Leave a Reply

Your email address will not be published.