

- ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ, ଆଜି ଶ୍ରୀମନ୍ଦିରର ହେବ ସାନିଟାଇଜେସନ୍, କାଲି ବଡ଼ ଏକାଦଶୀ, ଭିଡ଼ ଆଶଙ୍କାରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କଲା ମନ୍ଦିର ପ୍ରଶାସନ
- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ବିଚ୍ ରାସ୍ତାରେ ବୁଲିଲା ମାରଣାସ୍ତ୍ର, ସହରରେ ଦୋକାନ କରିଥିବା ଜଣେ କମ୍ପ୍ୟୁଟର ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅନ୍ୟ ଜଣେ ଯୁବକ, ନିଜ ସ୍ତ୍ରୀଙ୍କ ଉପରେ ସନ୍ଦେହ ଘଟଣାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି, ପୁଲିସ୍ ଆକ୍ରମଣକାରୀଙ୍କୁ ଅଟକ ରଖିଛି