ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୫୧ ଲକ୍ଷ ୧୦ ହଜାର ୨୧୯କୁ ବୃଦ୍ଧି

ସଂକ୍ରମିତଙ୍କ ସଂଖ୍ୟା ୨୫ କୋଟି ୩୬ ଲକ୍ଷ ୫୫ ହଜାର ୯୧୮କୁ ବୃଦ୍ଧି, ସୁସ୍ଥ ହେଲେଣି ୨୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୫ ଜଣ ରୋଗୀ, ୧ କୋଟି ୯୧ ଲକ୍ଷ ୭୯ ହଜାର ୯୪ ଜଣ ଏବେ ବି ଚିକିତ୍ସାଧୀନ, ଚିକିତ୍ସାଧୀନଙ୍କ ମଧ୍ୟରୁ ୭୭ ହଜାର ୫୯୩ ଜଣ ରୋଗୀ ଗୁରୁତର

Leave a Reply

Your email address will not be published. Required fields are marked *