

- ବ୍ରହ୍ମପୁର ୧୨ ତାରିଖରେ ଉଦ୍ଧାର ୨ ମୃତଦେହ ଚିହ୍ନଟ କଲା ପୁଲିସ, ଉଭୟ ଗୋଇଲୁଣ୍ଡି ଅଞ୍ଚଳର ଦମ୍ପତି, ମୃତ୍ୟୁର କାରଣ ଅସ୍ପଷ୍ଟ,୧୨ ତାରିଖରେ ଉଭୟ ସଂପର୍କୀୟଙ୍କ ଘରକୁ ଯାଇ ନିଖୋଜ ଥିଲେ,ଗୋପାଳପୁର ପୁଲିସ ସଂଧ୍ୟାରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା
- ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଗୋପବନ୍ଧୁପାଲିର ବନ୍ଦ ଘର ଭିତରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ଯୁବକଙ୍କୁ ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ସୂଚନା