

- ଆସନ୍ତା ୧୦ରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୧୦ ପରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗର ଆକଳନ । ପଶ୍ଚିମ ଝଡ ପ୍ରଭାବରେ ବର୍ଷା ହେବ
- ଆଜି ଠାରୁ ଆରମ୍ଭ ହେଲା ଭୁବନେଶ୍ବର ବିମାନବନ୍ଦରରେ RT-PCR ଟେଷ୍ଟ