ଆଜି ଠାରୁ ଆରମ୍ଭ ହେଲା ଭୁବନେଶ୍ବର ବିମାନବନ୍ଦରରେ RT-PCR ଟେଷ୍ଟ

ଭୁବନେଶ୍ବର: ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ | ବିମାନବନ୍ଦରର ୪ଟି କାଉଣ୍ଟରରେ କରାଯାଉଛି କୋଭିଡ ପରୀକ୍ଷା |
ପଜିଟିଭ୍‌ ଚିହ୍ନଟ ହେଲେ ଫୋନ୍‌ରେ ଦିଆଯିବ ସୂଚନା, ସଙ୍ଗରୋଧରେ ରଖାଯିବ |

Leave a Reply

Your email address will not be published. Required fields are marked *