

- ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୯ ଲକ୍ଷ ୬୩ ହଜାର ୫୦୩କୁ ବୃଦ୍ଧି
- 16 ଦଫା ନେଇ ଜିଲ୍ଲା ବିଜେପିର ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ବାରିପଦା, କପ୍ତିପଦା, ବାମନଘାଟି, ପାଞ୍ଚପିଢ଼ି, ଅଞ୍ଚଳରେ ବନ୍ଦର ପ୍ରଭାବ । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପିକେଟିଂ ଜାରି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ