

- ୟୁକ୍ରେନରୁ ଫେରିଲେ ୬୨୮ ଭାରତୀୟ ; ଭାରତୀୟଙ୍କୁ ନେଇ ଫେରିଲା ବାୟୁସେନାର C-17 | ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଯାଇଥିଲା ବିମାନ | ଆଜି ୩ଟି ପର୍ଯ୍ୟାୟରେ ୬୨୮ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି |
- ରୁଷ ଓ ୟୁକ୍ରେନ ଯୁଦ୍ଧ ବଢ଼ାଉଛି ବିଶ୍ୱର ଶରଣାର୍ଥୀ ସମସ୍ୟା ; ୟୁକ୍ରେନ ଛାଡ଼ିଲେଣି ୧୦ ଲକ୍ଷ ଲୋକ