ରାଜ୍ୟରେ ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରେକର୍ଡ | ବାଲେଶ୍ବର-୩୭.୬, ଚାନ୍ଦବାଲି ଓ ଝାରସୁଗୁଡ଼ା ୩୭.୨ ଡିଗ୍ରୀ |

ରାଜ୍ୟରେ ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଉପରେ ୩ ସହର ତାପମାତ୍ରା ରେକର୍ଡ | ବାଲେଶ୍ବର-୩୭.୬, ଚାନ୍ଦବାଲି ଓ ଝାରସୁଗୁଡ଼ା ୩୭.୨ ଡିଗ୍ରୀ | ଭୁବନେଶ୍ବର-୩୬.୬, ହୀରାକୁଦ-୩୬, କେନ୍ଦୁଝର-୩୫.୮ ଡିଗ୍ରୀ | ସମ୍ବଲପୁର-୩୫.୮, ରାଉରକେଲା-୩୫.୬, ପୁରୀ-୩୨.୪ ଡିଗ୍ରୀ |

Leave a Reply

Your email address will not be published. Required fields are marked *