

- କେନ୍ଦୁଝର; ବାମେବାରୀ ଥାନା ବଳଦା ଗାଁରେ ଘରେ ଶୋଇଥିଲା ବେଳେ ସ୍ୱାମୀ, ସ୍ତ୍ରୀ ଜୀବନ୍ତ ଦଗ୍ଧ, ସୌଭାଗ୍ୟ ବଶଃତ ଅଳ୍ପକେ ବର୍ତ୍ତିଯାଇଛି ୯ବର୍ଷର ଶିଶୁପୁତ୍ର, ପ୍ରାଥମିକ ତଥ୍ୟ ଅନୁସାରେ ସର୍ଟ ସର୍କିଟରୁ ସେମାନେ ପୋଡ଼ି ଯାଇଥିବା ସୂଚନା
- IPLର ନୂଆ ୨ଟି ଟିମ୍ କିଣିଲେ CVC କ୍ୟାପିଟାଲ ଓ RPSG, ସର୍ବାଧିକ ବିଡିଂ ୭୦୯୦ କୋଟି- RPSG