

- ରାଉରକେଲା ସେକ୍ଟର-୫ ଅଞ୍ଚଳରେ ଯୁବକଙ୍କ ମୃତଦେହ ଠାବ, ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଗଳାକଟା ମୃତଦେହ, ହତ୍ୟା ସନ୍ଦେହ
- ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ?