ଆଜି କଟକ ମହାନଗର ନିଗମର ଶପଥ ଗ୍ରହଣ ଉତ୍ସବ ; CMC ମେୟର ଭାବେ ଶପଥ ଗ୍ରହଣ କଲେ ସୁବାସ ସିଂ | ସୁବାସଙ୍କ ସହ ସମସ୍ତ ୫୯ଜଣ କର୍ପୋରେଟର ନେଲେ ଶପଥ । ଶପଥ ପାଠ କରାଇଲେ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ, ସଂଗ୍ରାମଜିତ୍ ନାୟକ ।

Leave a Reply

Your email address will not be published. Required fields are marked *