

- ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁସାଗର କୂଳରେ ପୟା ଶ୍ରାଦ୍ଧ, ପିଣ୍ଡଦାନ ବନ୍ଦ I କରୋନା ସଂକ୍ରମଣ ଦୃଷ୍ଟିରୁ ଭିଡ଼କୁ ହ୍ରାସ ପାଇଁ କଟକଣା ଜାରି।
- ମମିତା ହତ୍ୟା ମାମଲା: ଫୋରେନସିକ ଲ୍ୟାବ୍ ଗଲା ୭୦ଟି ସିଜର ସାମଗ୍ରୀ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୁନା ପଠାଗଲା, ମୃତ ମମିତାଙ୍କ ଅସ୍ଥି, ମାଂସ, ବ୍ୟାଗ୍ ଆଦି ପଠାଗଲା