ରାଜଧାନୀରେ ଜୀବନ ହାରିଲେ ଟ୍ରାଫିକ ଭଲ୍ୟୁଣ୍ଟିଅର ଅତୁଲ୍ୟ କୁମାର ସେଣ

ରାଜଧାନୀରେ ଜୀବନ ହାରିଲେ ଟ୍ରାଫିକ ଭଲ୍ୟୁଣ୍ଟିଅର ଅତୁଲ୍ୟ କୁମାର ସେଣ । ମୃତକ ହେଲେ ଏକାମ୍ର କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଅତୁଲ୍ୟ କୁମାର ସେଣ । ଘର ଭିତରେ ଅତୁଲ୍ୟ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ସେ ଟ୍ରାଫିକ ଭଲ୍ୟୁଣ୍ଟିଅର ଭାବରେ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ, ଲିଙ୍ଗରାଜ ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *