

- ସାଂସ୍କୃତିକ ଦୃଷ୍ଟି କୋଣରୁ ଭାରତ ଓ ନେପାଳ ଗୋଟିଏ । ନେପାଳରେ କାଶୀକୁ ସ୍ବର୍ଗପ୍ରାପ୍ତିର ଦ୍ବାର ଭାବେ ବିବେଚନା କରାଯାଏ । କାଶୀରେ ଶେଷ ନିଶ୍ବାସ ନେଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ନେପାଳରେ ମାନ୍ୟତା ଥିବା କହିଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଅର୍ଜୁ ଦେଉବା ।
- ପାକିସ୍ଥାନରେ ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ୍ ; ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଖାରଜ୍, ୩ ମାସ ମଧ୍ୟରେ ନିର୍ବାଚନ