କଟକରେ BWF ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଶେଷ | ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଦା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ କିରଣ ଜର୍ଜ ଚାମ୍ପିଅନ

କଟକରେ BWF ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଶେଷ | ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଦା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ କିରଣ ଜର୍ଜ ଚାମ୍ପିଅନ | ସର୍ବକନିଷ୍ଠ ଭାରତୀୟ ଭାବେ ଉନ୍ନତି ହେଲେ ସୁପର ୧୦୦ ବ୍ୟାଡମିଣ୍ଟନ ଚାମ୍ପିଅନ | ମହିଳା ଡବଲ୍ସରେ ତୃଷା ଟୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ପୁଲେଲାଙ୍କୁ ଟାଇଟଲ | ପୁରୁଷ ଡବଲ୍ସରେ ମାଲେସିଆର ଯୋଡ଼ି ନୂର ମହମ୍ମଦ ଓ ଖିମ୍ ଓ୍ବା ଲିମ୍ ଚାମ୍ପିଅନ | ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡ଼ିଙ୍କୁ ହରାଇ ଶ୍ରୀଲଙ୍କାର ସିଚିନ ଦିଆସ୍ ଓ ଥିଲିନି ହିଣ୍ଡାହିଓ୍ବାଙ୍କ ଯୋଡ଼ିକୁ ସଫଳତା

Leave a Reply

Your email address will not be published. Required fields are marked *