ସାଂସ୍କୃତିକ ଦୃଷ୍ଟି କୋଣରୁ ଭାରତ ଓ ନେପାଳ ଗୋଟିଏ । ନେପାଳରେ କାଶୀକୁ ସ୍ବର୍ଗପ୍ରାପ୍ତିର ଦ୍ବାର ଭାବେ ବିବେଚନା କରାଯାଏ । କାଶୀରେ ଶେଷ ନିଶ୍ବାସ ନେଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ନେପାଳରେ ମାନ୍ୟତା ଥିବା କହିଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଅର୍ଜୁ ଦେଉବା ।

Leave a Reply

Your email address will not be published. Required fields are marked *