ନାସିକ ନିକଟରେ ଟ୍ରେନ୍‌ ଦୁର୍ଘଟଣା ; ୩ ମୃତ

ନାସିକ ନିକଟରେ LTT-ଜୟାନଗର ଏକ୍ସପ୍ରେସ୍‌ ଲାଇନଚ୍ୟୁତ । ଲହାଭିତ୍‌ ଓ ଦେବଲାଲି ମଧ୍ୟରେ ଡିଏନ୍‌ ଲାଇନ୍‌ରେ ଦୁର୍ଘଟଣା । ଅପରାହ୍‌ଣ ୩ଟା ୧୦ ମିନିଟରେ ଦୁର୍ଘଟଣା, ୩ ମୃତ ସୂଚନା । ଘଟଣାସ୍ଥଳ ଅଭିମୁଖେ ବାହାରିଲା ରିଲିଫ୍‌ ଟ୍ରେନ୍‌ ଓ ମେଡିକାଲ ଟିମ୍‌ |

Leave a Reply

Your email address will not be published. Required fields are marked *