

- ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁ ଉଦ୍ଘାଟିତ
- ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ | ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ MGNGEGA ଦୁର୍ନୀତି ଅଭିଯୋଗ | ଦୁର୍ନୀତି କରୁଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଯୁବକଙ୍କ ଅଭିଯୋଗ । ପଞ୍ଚାୟତ ନିର୍ବାହୀ ଅଧିକାରୀ, GRS ଓ ଗାଇସିଲେଟ ବିଡ଼ିଓଙ୍କ ବଦଳି ଦାବି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ |କିରୋସିନ ଢାଳି ନିଆଁ ଲଗାଇ ପୋଡିବାକୁ ଉଦ୍ୟମ ବେଳେ ଯୁବକଙ୍କୁ କାବୁ କଲା ପୋଲିସ | ଗାଇସିଲେଟ ବ୍ଲକ ବଡ଼ ଶାହାଜବାହାଲ ଗାଁର ଯୁବକ ସାଧୁ ସାହୁ, କିରୋସିନ ଓ ଦିଆସିଲି ଜବତ କଲା ଟାଉନ ଥାନା ପୋଲିସ |