ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁ ଉଦ୍‌ଘାଟିତ

କଟକ: ମହାନଦୀରେ ଦୀର୍ଘତମ ସେତୁ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁ ଉଦ୍‌ଘାଟିତ । ୧୧୧ କୋଟିରେ ହୋଇଛି ନିର୍ମାଣ, ଉପକୃତ ହେବେ ୫ ଲକ୍ଷ ଲୋକ ।

Leave a Reply

Your email address will not be published. Required fields are marked *