- ଜାତୀୟ ଆପ୍ରେଣ୍ଟିସିପ ପ୍ରଶିକ୍ଷଣ ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୩ ହଜାର ୫୪ କୋଟି। ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ମିଳିବ ଚାକିରି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଆଉ ୧୭ ପଜିଟିଭ । ଆଜିର ସଂକ୍ରମିତଙ୍କ ସଂଖ୍ୟା ମିଶାଇ ପଜିଟିଭ ସଂଖ୍ୟା ୫୧ରେ ପହଞ୍ଚିଛି । ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି