ଜାତୀୟ ଆପ୍ରେଣ୍ଟିସିପ ପ୍ରଶିକ୍ଷଣ ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୩ ହଜାର ୫୪ କୋଟି। ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ମିଳିବ ଚାକିରି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଆପ୍ରେଣ୍ଟିସିପ ପ୍ରଶିକ୍ଷଣ ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୩ ହଜାର ୫୪ କୋଟି। ଏହି ଯୋଜନାରେ ଇଂଜିନିୟରିଂ ସହ ଯୋଡ଼ି ହେଲେ ମାନବ ବିଜ୍ଞାନ, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ । ଆଗାମୀ ୫ ବର୍ଷରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ମିଳିବ ଚାକିରି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Leave a Reply

Your email address will not be published. Required fields are marked *