ମାଲକାନଗିରିରେ ବରଯାତ୍ରୀ ଉପରେ ମାଡ଼ିଗଲା ଟ୍ରକ, ବରର ବାପା ସମେତ ୩ ମୃତ

ମାଲକାନଗିରିର ପାଣ୍ଡ୍ରିପାଲିରେ ବରଯାତ୍ରୀ ଉପରେ ମାଡ଼ିଗଲା ଟ୍ରକ, ବରର ବାପା ଶିବ ଖେମୁଣ୍ଡୁଙ୍କ ସମେତ ୩ ଜଣ ବରଯାତ୍ରୀ ମୃତ, ୨ ଗୁରୁତର। ଟ୍ରକ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ନିସ୍ତୁକ ପିଟିଲେ ଲୋକେ

Leave a Reply

Your email address will not be published. Required fields are marked *