ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ଜୀବନ ନେଲା କୋରୋନା | ମୃତ୍ୟୁ ସଂଖ୍ୟା ୮ ହଜାର ୫୯୪କୁ ବୃଦ୍ଧି , ଗଞ୍ଜାମରୁ ୩, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ମୃତ | ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ପୁରୀରୁ ଜଣେ ଲେଖାଏଁ ମୃତ

Leave a Reply

Your email address will not be published. Required fields are marked *