ମହାରାଷ୍ଟ୍ରର ଗଡ଼ଚିରୋଲି ଏନ୍‌କାଉଣ୍ଟରରେ ୨୬ ମାଓବାଦୀ ମୃତ ଘଟଣା

ମୃତକଙ୍କ ମଧ୍ୟରୁ ୬ ଜଣ କୁଖ୍ୟାତ ଓ ଇନାମୀ ମାଓବାଦୀ ଥିବା ସୂଚନା, କୁଖ୍ୟାତ ମାଓ ନେତା ମିଲିନ୍ଦ ମୁଣ୍ଡରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର, ଭୀମା କୋରୋଗାଁଓ ହିଂସାରେ ସଂପୃକ୍ତ ଥିଲା ମିଲିନ୍ଦ ତେଲତୁମ୍ବଡ଼େ,କୋର୍‌ଚି ଦଳମ୍‌ କମାଣ୍ଡର କିଷନ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର, ମାଓବାଦୀ ମହେଶ ଶିବାଜୀ ମୁଣ୍ଡରେ ଥିଲା ୧୬ ଲକ୍ଷ ଟଙ୍କାର ପୁରସ୍କାର, ପ୍ରଦୀପ ଓରଫ ତିଲକ ମଙ୍କୁର ମୁଣ୍ଡରେ ଥିଲା ୬ ଲକ୍ଷ ଟଙ୍କାର ପୁରସ୍କାର, ମାଓବାଦୀ ଲୋକେଶ ମଙ୍ଗୁ ମୁଣ୍ଡରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର |

Leave a Reply

Your email address will not be published. Required fields are marked *