

- ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ | ସମ୍ବଲପୁର, ବଲାଙ୍ଗିର ଓ ପୁରୀର ୪ଟି ସମେତ ମୋଟ ୬ଟି ଠିକଣାରେ ଚଢ଼ାଉ | ଚଢ଼ାଉରେ ୮ DSP ଓ ୬ ଇନ୍ସ୍ପେକ୍ଟର ସାମିଲ |
- ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ସାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ