ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ସାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର ସାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ | MP/MLA କେସ୍‌ରେ ତ୍ବରିତ ଶୁଣାଣି ପାଇଁ ଗାଇଡଲାଇନ | ନିୟମିତ ବ୍ୟବଧାନରେ ସ୍ବତନ୍ତ୍ର କୋର୍ଟରେ ହେବ ଶୁଣାଣି | ତ୍ବରିତ ଶୁଣାଣି ପାଇଁ ନିଜ ଆଡୁ ମାମଲା ରୁଜୁ କରିବେ କୋର୍ଟ | ମୃତ୍ୟୁଦଣ୍ଡ ମିଳୁଥିବା ମାମଲାକୁ ପ୍ରାଥମିକତା |

Leave a Reply

Your email address will not be published. Required fields are marked *