ଭଦ୍ରକ ଜିଲ୍ଲାର ପୂର୍ବତନ DSWO ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ । ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱରରେ ଚଢ଼ଉ ଜାରି । ରେଡ୍‌ରେ ଅତିରିକ୍ତ SP, ୪ DSP ଓ ୮ ଇନ୍‌ସ୍ପେକ୍ଟର ସାମିଲ |

Leave a Reply

Your email address will not be published. Required fields are marked *