State ଲଗାଣ ବର୍ଷା ପାଇଁ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ । October 18, 2021October 18, 2021 admin 0 Comments ବାଲେଶ୍ବର: ମଥାନୀରେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ । ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଜଳସ୍ତର ରହିଛି ୬.୦୨ ମିଟର । ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ବଢ଼ୁଛି ଜଳକାର ଜଳ । ତଳିଆ ଅଞ୍ଚଳର ଲୋକଙ୍କ ମନରେ ବନ୍ୟାର ଭୟ । ଚଳିତ ବର୍ଷ ତୃତୀୟ ଥର ଜଳକାର ଜଳସ୍ତର ବୃଦ୍ଧି ପାଇଛି ।