ବାଂଶପାଣି ରେଳଷ୍ଟେସନରେ ଯବାନଙ୍କୁ ଆକ୍ରମଣ ଘଟଣା ; ଆହତ ୪ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ ମୃତ

କେନ୍ଦୁଝର: ବାଂଶପାଣି ରେଳଷ୍ଟେସନରେ ଭଙ୍ଗାରୁଜା ସହ RPF ଯବାନଙ୍କୁ ଆକ୍ରମଣ ଘଟଣା | ଆହତ ୪ ଜଣ ଯବାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ମୃତ |ଯବାନଙ୍କୁ ଆକ୍ରମଣ କରିବା ସହ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ

Leave a Reply

Your email address will not be published. Required fields are marked *