ରାଜ୍ୟରେ ଦିନକରେ ଆଉ ୮ , ୫୨୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬୨ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୪,୯୪୧ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭୯ କୋରୋନା ରୋଗୀ ଚିହ୍ନଟ । ୮୫୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୩୭ ଜଣ |

Leave a Reply

Your email address will not be published. Required fields are marked *