News ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ; ଟେଣାପାଳି ଗାଁର ସୁମିତ୍ରା ରାଉତ January 22, 2022January 22, 2022 Jayaprada samantaray 0 Comments କଳାହାଣ୍ଡି: ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ମୃତ ମହିଳା ବେହେରା ନିକଟସ୍ଥ ଟେଣାପାଳି ଗାଁର ସୁମିତ୍ରା ରାଉତପ୍ରତିବାଦରେ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକେ |