କୋଇଲା ବୋଝେଇ ଟ୍ରକ ଧକ୍କାରେ ଓଲଟିଲା ବସ ; ୫ ମୃତ, ୧୦ରୁ ଅଧିକ ଆହତ

ବାଲେଶ୍ବର: କୋଇଲା ବୋଝେଇ ଟ୍ରକ ଧକ୍କାରେ ଓଲଟିଲା ବସ, ୫ ମୃତ, ୧୦ରୁ ଅଧିକ ଆହତ ଉଦଳାରୁ ଭୁବନେଶ୍ବର ଯାଉଥିଲା ଯାତ୍ରୀବାହୀ ବସ୍, ସୋର ବିଦୁ ଛକ ନିକଟରେ ଘଟିଛି ଦୁର୍ଘଟଣା, ଉଦ୍ଧାରକାର୍ଯ୍ୟ ଜାରି । ଦୁର୍ଘଟଣା ପରେ ଉଭୟ ବସ୍‌ ଏବଂ ଟ୍ରକ୍‌ ଓଲଟିପଡ଼ିଲେ |

Leave a Reply

Your email address will not be published. Required fields are marked *