ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ; ଟେଣାପାଳି ଗାଁର ସୁମିତ୍ରା ରାଉତ

କଳାହାଣ୍ଡି: ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ମୃତ ମହିଳା ବେହେରା ନିକଟସ୍ଥ ଟେଣାପାଳି ଗାଁର ସୁମିତ୍ରା ରାଉତ
ପ୍ରତିବାଦରେ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ କଲେ ପରିବାର ଲୋକେ |

Leave a Reply

Your email address will not be published. Required fields are marked *