ସୁନାବେଡ଼ା ଅଭୟାରଣ୍ୟର ମହାବଳ ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ | ଜାଳେଣି କାଠ ଆଣିବାକୁ ଯାଇଥିଲେ ମୃତକ । ଘର ବାଡ଼ିରୁ ୬୫ ବର୍ଷୀୟା ବୃଦ୍ଧା ସାନମତି ବାରିକଙ୍କୁ ଟେକି ନେଇ ଖାଇଦେଲା ବାଘ । ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ସୁନାବେଡ଼ା ଅଭୟାରଣ୍ୟର ମହାବଳ ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ: ଜାଳେଣି କାଠ ଆଣିବାକୁ ଯାଇଥିଲେ ମୃତକ । ଘର ବାଡ଼ିରୁ ୬୫ ବର୍ଷୀୟା ବୃଦ୍ଧା ସାନମତି ବାରିକଙ୍କୁ ଟେକି ନେଇ ଖାଇଦେଲା ବାଘ । ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *