ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୬୬ ହଜାର ୯୫୩କୁ ବୃଦ୍ଧି

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୬୬ ହଜାର ୯୫୩କୁ ବୃଦ୍ଧି; ସଂକ୍ରମିତଙ୍କ ସଂଖ୍ୟା ୨୩ କୋଟି ୮୬ ଲକ୍ଷ ୩୦ ହଜାର ୮୨କୁ ବୃଦ୍ଧି, ସୁସ୍ଥ ହେଲେଣି ୨୧ କୋଟି ୫୭ ଲକ୍ଷ ୯୦ ହଜାର ୭୪୮ ଜଣ ରୋଗୀ, ୧ କୋଟି ୭୮ ଲକ୍ଷ ୮୯ ହଜାର ୮୬୫ ଜଣ ଏବେ ବି ଚିକିତ୍ସାଧୀନ, ଚିକିତ୍ସାଧୀନଙ୍କ ମଧ୍ୟରୁ ୮୨ ହଜାର ୫୧୬ ଜଣଙ୍କ ଅବସ୍ଥା ଗୁରୁତର, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୭୮୨କୁ ବୃଦ୍ଧି, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୯୩ ଜଣଙ୍କ ଜୀବନ, ଦେଶରେ ଦିନକରେ ୧୮ ହଜାର ୧୩୨ ଜଣ କୋରୋନାରେ ଆକ୍ରାନ୍ତ, ମୋଟ ଆକ୍ଟିଭ କେସ୍- ୨,୨୭,୩୪୭, ସୁସ୍ଥ-୩,୩୨,୯୩,୪୭୮, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା, ରାଜ୍ୟରେ ଦିନକରେ ଆଉ ୪୪୮ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ରୋଗୀ ଚିହ୍ନଟ, ୪୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୯ ଜଣ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି, ରାଜ୍ୟରେ ଦିନକରେ ଆଉ ୪୪୮ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୨୦୮ ଓ କଟକରେ ୪୮ ଆକ୍ରାନ୍ତ ଚିହ୍ନଟ, ଅନୁଗୁଳ-୨, ବାଲେଶ୍ବର-୧୩, ବରଗଡ଼-୧, ଭଦ୍ରକ-୩, ବଲାଙ୍ଗିର-୩, ବୌଦ୍ଧ-୧, ଦେବଗଡ଼-୧, ଢେଙ୍କାନାଳ-୪, ଗଜପତି-୧, ଗଞ୍ଜାମ-୧, ଜଗତସିଂହପୁର-୧୯, ଯାଜପୁର-୧୨, ଝାରସୁଗୁଡ଼ା-୪, କେନ୍ଦ୍ରାପଡ଼ା-୧୩, କେନ୍ଦୁଝର-୩, କୋରାପୁଟ-୨, ମାଲାକନଗିରି-୨, ମୟୂରଭଞ୍ଜ-୧୭, ନବରଙ୍ଗପୁର-୧, ନୟାଗଡ଼-୪, ନୂଆପଡ଼ା-୨, ପୁରୀ-୧୨, ରାୟଗଡ଼ା-୧, ସମ୍ବଲପୁର-୯, ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *