ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୮୮ ହଜାର ୬୯୪କୁ ବୃଦ୍ଧି

ସଂକ୍ରମିତଙ୍କ ସଂଖ୍ୟା ୨୩ କୋଟି ୯୯ ଲକ୍ଷ ୫ ହଜାର ୬୫୯କୁ ବୃଦ୍ଧି । ସୁସ୍ଥ ହେଲେଣି ୨୧ କୋଟି ୭୨ ଲକ୍ଷ ୪୩ ହଜାର ୯୫୯ ଜଣ ରୋଗୀ । ୧ କୋଟି ୭୭ ଲକ୍ଷ ୭୩ ହଜାର ୬ ଜଣ ଏବେ ବି ଚିକିତ୍ସାଧୀନ । ଚିକିତ୍ସାଧୀନଙ୍କ ମଧ୍ୟରୁ ୮୦ ହଜାର ୫୯୭ ଜଣ ଗୁରୁତର । କୋରୋନା ପ୍ରଭାବିତ ୨୧୬ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୭ ଲକ୍ଷ ୩୯ ହଜାର ୭୬୦ । ବିଶ୍ବରେ କୋଭିଡ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।

Leave a Reply

Your email address will not be published. Required fields are marked *