

- ରାଜ୍ୟରେ ଆଜିଠୁ କମିବ ବର୍ଷା, ଜାଡ଼ରେ ଥରିବ ସାରା ଓଡ଼ିଶା
- ବିହାରର ବୀରପୁର ସେନା କ୍ୟାମ୍ପରେ ନିଆଁ ଲାଗି ଜଣେ ଓଡ଼ିଆ ଯବାନ ମୃତ; ସଶସ୍ତ୍ର ସୀମା ସୁରକ୍ଷା ବଳର ଓଡ଼ିଆ କମାଣ୍ଡାଣ୍ଟ ପର୍ଶୁରାମ ଶବର ମୃତ; ପର୍ଶୁରାମ ଶବରଙ୍କ ଘର ପାରଳାଖେମୁଣ୍ଡିର ରାୟଗଡ଼ ବ୍ଲକ କୁରୁଗୁବା ଗାଁରେ; ଅଗ୍ନିକାଣ୍ଡରେ ପର୍ଶୁରାମଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା