ଜାତୀୟ ରାଜପଥ କଡ଼ରେ ଥିବା ଘର ଭିତରୁ ଏକ ହଜାର କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ନିର୍ମାଣାଧୀନ ଜାତୀୟ ରାଜପଥ କଡ଼ରେ ଥିବା ଘର ଭିତରୁ ଏକ ହଜାର କିଲୋ ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ ,ବାହାରକୁ ଚାଲାଣ ଉଦ୍ୟମ ବେଳେ ଜବତ, ଜଣେ ଗିରଫ

Leave a Reply

Your email address will not be published. Required fields are marked *